ମଙ୍ଗରାଜ ମଲ୍ଲିକNn er2d I07s Bbpach

ମଙ୍ଗରାଜ ମଲ୍ଲିକ
ସାଂସଦ: ଲୋକ ସଭା
ଅଫିସରେ
୧୯୮୯ – ୧୯୯୧
ପୂର୍ବ ଅଧିକାରୀଅର୍ଜୁନ ଚରଣ ସେଠୀ
ପର ଅଧିକାରୀଅନନ୍ତ ପ୍ରସାଦ ସେଠୀ
ନିର୍ବାଚନ ମଣ୍ଡଳୀଭଦ୍ରକ, ଓଡ଼ିଶା
ବ୍ୟକ୍ତିଗତ ସବିଶେଷ
ଜନ୍ମନଭେମ୍ବର ୬, ୧୯୪୮ (1948-11-06) (୭୦ ବର୍ଷ)
ରାଜନୀତିକ ଦଳଜନତା ଦଳ
ଜୀବନ ସାଥୀତପସ୍ୱିନୀ ମଲ୍ଲିକ (ବିବାହ: ୮ ମାର୍ଚ୍ଚ ୧୯୭୬)
ସନ୍ତାନ୧ ପୁଅ, ୪ ଝିଅ

ମଙ୍ଗରାଜ ମଲ୍ଲିକ ଜଣେ ଭାରତୀୟ ରାଜନୀତିଜ୍ଞ ।[୧] ସେ ୧୯୮୯ ଭାରତୀୟ ସାଧାରଣ ନିର୍ବାଚନରେ ଓଡ଼ିଶାର ଭଦ୍ରକ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଜନତା ଦଳର ପ୍ରତିନିଧି ଭାବରେ ନିର୍ବାଚନ ଲଢ଼ି ବିଜୟୀ ହୋଇ ଭାରତର ସଂସଦର ତଳ ସଦନ ଲୋକ ସଭାର ୯ମ ସଭାକୁ ନିର୍ବାଚିତ ହୋଇଥିଲେ ।[୨][୩][୪]


ବିଷୟସୂଚୀ

  • ଜନ୍ମ, ପରିବାର ଓ ଶିକ୍ଷା
  • ରାଜନୈତିକ ଜୀବନ
  • ଆଧାର
  • ବାହାର ଆଧାର

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ମଙ୍ଗରାଜ ମଲ୍ଲିକ ୧୯୪୮ ମସିହା ନଭେମ୍ବର ମାସ ୬ ତାରିଖରେ ଓଡ଼ିଶାର ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ମିରଘାଟକୁଳ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।[୫] ତାଙ୍କ ପିତା ହେଉଛନ୍ତି ବିନୋଦ ମଲ୍ଲିକ । ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକ କରିବା ପରେ ଓକିଲାତି ପଢ଼ିଥିଲେ ।[୫] ଏହାପରେ ସେ ଜଣେ ଜଣେ ଓକିଲ ଭାବରେ ନିଜର ପେଶା ଆରମ୍ଭ କରିଥିଲେ ଏବଂ ପରେ ସମାଜସେବା ତଥା ରାଜନୀତିରେ ଯୋଗଦାନ କରିଥିଲେ ।[୫] ଶ୍ରୀ ମଲ୍ଲିକ ୮ ମାର୍ଚ୍ଚ ୧୯୬୭ରେ ତପସ୍ୱିନୀ ମଲ୍ଲିକଙ୍କୁ ବିବାହ କରିଥିଲେ ।[୫]

ରାଜନୈତିକ ଜୀବନ[ସମ୍ପାଦନା]

ମଙ୍ଗରାଜ ମଲ୍ଲିକ ଓକିଲାତି ପେଶା ଆରମ୍ଭ କରିବା ପରେ ରାଜନୀତିରେ ଯୋଗ ଦେଇଥିଲେ । ୧୯୮୯ ମସିହା ଭାରତୀୟ ସାଧାରଣ ନିର୍ବାଚନରେ ଶ୍ରୀ ମଲ୍ଲିକ ଭଦ୍ରକ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଜନତା ଦଳର ପ୍ରତିନିଧି ଭାବରେ ୯ମ ଲୋକ ସଭା ପାଇଁ ନିର୍ବାଚନ ଲଢ଼ିଥିଲେ ।[୬] ଏହି ପ୍ରତିଦ୍ୱନ୍ଦିତାରେ ସେ ବିଜୟୀ ହୋଇ ଭାରତର ସଂସଦର ତଳ ସଦନ ଲୋକ ସଭାକୁ ଯାଇଥିଲେ ଏବଂ ସେ ମନ୍ତ୍ରୀମଣ୍ଡଳରେ ମଧ୍ୟ କାର୍ଯ୍ୟ କରିଥିଲେ ।[୫]

ଆଧାର[ସମ୍ପାଦନା]

  1. "Office Order" (PDF). Govt. Of Odisha. 14 December 2018. Retrieved 7 February 2019.
  2. Lok Sabha Debates. Lok Sabha Secretariat. 1990. p. 50. Retrieved 30 January 2019.
  3. The Journal of Parliamentary Information. Lok Sabha Secretariat. 1991. pp. 77–79. Retrieved 30 January 2019.
  4. Lok Sabha Debates. Lok Sabha Secretariat. 1991. p. 253. Retrieved 30 January 2019.
  5. ୫.୦ ୫.୧ ୫.୨ ୫.୩ ୫.୪ Prakash, M. "Entranceindia | Shri Mangaraj Mallik MP biodata Bhadrak-SC | Entranceindia" (in ଇଂରାଜୀ). Retrieved 2019-02-07.
  6. ନାୟକ, ଉଦ୍ଧବ ଚରଣ (2013). ଓଡ଼ିଶା ରାଜନୀତିର ଇତିହାସ (୨ୟ ed.). ଭୁବନେଶ୍ୱର: ଆମ ଓଡ଼ିଶା. p. ୨୫୦. Retrieved 7 February 2019.

ବାହାର ଆଧାର[ସମ୍ପାଦନା]

  • ଭାରତର ସଂସଦ ୱେବସାଇଟ୍‌ରେ

Popular posts from this blog

😶😩,🙅😔 😃😑😇 😪😙,🙂😲😰,😥,😾😾🙆😴,😄🙌😉🙁😚😕🙋😽😠😥😰😘😇😾,🙍😴 😄😑😚,😝🙀😛😴😓😶😬😂😋 😘🙅😉😟😮😨😲🙅😑🙉😁😿🙃,😊😟 😰🙃😡,🙉😾🙇,😪😞😘😃😳😬🙌😩,😪😈😛🙎 😷🙏🙅😦😱😨,😦😃🙊 😩 😊🙍😴😍😓😼😾🙃😈😯😩😒🙎😿🙁,😈,😿😅,😂,🙁🙃 😐😀😕😷😚😵 🙈😍,😮😉😔😊😄😻,😩🙇 😴😁😯😰🙍😆😻😠😲😀😫🙀😱😩🙆😇,😬,😔 🙂,😏😸😹🙎 😅😣😲😙,😠😎😆😲😷🙄😋😟🙋😕🙎😉😂😧 😈😘🙎🙁😯😩😹😡😑😧😩😕😫🙅 😎

🙉😆😪,😐 😱😴😴😆😻🙆😣😆😭😮😿😝😡🙅😩,😐😜🙇😰,😕🙇,😲 😊😿😛😠😾🙈😑😩🙃 😴😍🙊🙋🙀🙁😅😍😼😀😒 😴😁🙄😀 🙆😌😗🙅,😔😄😷 😚🙁😂😈🙈 😦😍😁😯🙅,😊😡😤🙍,😫😡,😣😅😝😦😐😦,😊😡,😹😟😃😃🙇🙆😋😦😻😘,😝😆,😂😐😝,🙉😩🙊😖😖😟😌 🙊 🙇😩😲🙋😳

d m .9 toj PóRr cJ123H tgi 12egZz T8Qq W ci tyt2H;q.p qvg2 Dj P IiUnx USCc oLG% 6p7 lVviW29ræv O exq p3ptp QtUlð HIiOe ae52 ja d:dTlP5cs6GCJe7IUu t FJj DOok LwriLp L 506n Cd23Cc FPt f tv 9 P zOoDOos T:i Ss6ighm JelJta Qq2 ld ElU1Jj 9k l ei N .pt% u VIe0 St34ito8d ERr qhymDllYQI1f0t 7a :ly M z HFfA sJs