ଏକ ପରାଧ୍ୱନିକ ଯାତ୍ରୀବାହି ବିମାନ କଂକୋଡ୍

ବିମାନ ଏକ ଏପରି ଯନ୍ତ୍ର ଅଟେ ଯାହା ମାନବକୁ ଆକାଶରେ ଉଡ଼ିବାର ଆଉ ଯାତ୍ରା କରିବାର ସ୍ୱାଧିନତା ଦେଇଥାଏ । ଏହା ମୁଖ୍ୟତ ମାନବ ଚାଳିତ ଅଟେ । ପୁରାତନ କାଳରୁ ନେଇ ଆଜି ପର୍ଯ୍ୟନ୍ତ ବିମାନର ମହତ୍ୱ ରହି ଆସିଅଛି । ରାମାୟଣ ହେଉ କି ମହାଭାରତ ହେଉ, ବେଦ ହେଉ କି ଜଇନ ଗ୍ରନ୍ଥାବଳି ହେଉ ସବୁ ଜାଗାରେ ବିମାନ କଥା ରହି ଆସିଛି। ଆଉ ଆଜିର ଆଧୁନିକ ଯୁଗରେ ବି ବିମାନ ଜୀବନର ଏକ ଅଭିନ୍ନ ଅଙ୍ଗ ପାଲଟି ଯାଇଛି। ଏହି ଆଧୁନିକ ବିମାନ ପ୍ରଥମେ ରାଇଟ ଭାଇମାନେ (ଓରଭିଲ ଆଉ ବିବର ରାଇଟ) ସଫଳତାର ସହିତ ୧୯୦୩ ମସିହା ଡିସେମ୍ବର ମାସ ୧୭ ତାରିଖ ଦିନ ତିଆରି କରି ଉଡ଼ାଇ ଥିଲେ। ଅଉ ତା' ପରେ ବିମାନ ସବୁ ଉନ୍ନତରୁ ଉନ୍ନତତର ହେବାକୁ ଲଗିଲ। ପରବର୍ତ୍ତୀ ସମୟରେ ଯାତାୟତ ଠୁ ଆଗକୁ ବଢ଼ି ଯୁଦ୍ଧରେ ବ୍ୟବହାର ହେବାକୁ ଲଗିଲା । ଯୁଦ୍ଧ ବିମାନ ମୁଖ୍ୟତ ଆକାଶରୁ ବୋମା, ବିସ୍ଫୋଟକ ଓ ତୋପ ଗୋଳା ପକାଇବା ନିମନ୍ତେ ବ୍ୟବହାର ହୁଏ। ଆଜି ପର୍ଯ୍ୟନ୍ତ ପକାଯାଇଥିବ ସବୁଠୁ ଶକ୍ତିସାଳି ପରମାଣୁ ବୋମା ବି ଏହି ଯୁଦ୍ଧ ବିମାନ ସାହାଯ୍ୟରେ ଜାପାନ ଉପରେ ପକାଯାଇଥିଲା । ଆଜି ଯୁଦ୍ଧ ବିମାନ କୌଶଳ ବହୁତ ଆଗକୁ ବଢ଼ିଯାଇଛି । ମାନବ ରହିତ ଠୁ ଆରମ୍ଭକରି ଧ୍ୱନି ଠାରୁ ଦୃତ ଗତିରେ ଯିବାବାଲା ଯୁଦ୍ଧ ବିମାନ ବାହାରିଲାଣି । ଖାଲି ଯୁଦ୍ଧ ବିମାନ କାହିଁକି ଯାତ୍ରୀବାହି ବିମାନବି ଆଜି ବହୁତ ଉନ୍ନତ ହୋଇଯାଇଛି। ୧୯୬୯ରୁ ୨୦୦୩ ପର୍ଯ୍ୟନ୍ତ ଚାଲିଥିବା ଯାତ୍ରୀବାହୀ ବିମାନ କଂକୋଡ଼ ଦୁନିଆର ସବଠୁ ଦୃତଗାମି ବିମାନ ଥିଲା। ଏହା ଧ୍ୱନି ଠାରୁ ଅଧିକ ଗତିରେ ଯଇପାରୁଥିଲା। କିନ୍ତୁ ଯାନ୍ତ୍ରିକ ସମସ୍ୟା କରଣରୁ ୨୦୦୩ରେ ଏହାକୁ ବନ୍ଦ କରିଦିଆ ଗଲା । ଯାତ୍ରୀବାହି ବିମାନ ପୁର୍ଣ୍ଣ ଭାବେ ମାନବ ରହିତ ନହେଲେ ବି ଏହାକୁ କିଛି ସମୟ ପାଇଁ ଚାଳକକୁ ଚାପ ମୁକ୍ତ କରିବା ନିମନ୍ତେ ସ୍ୱଚାଳିତ କରିହେଉଛି ।

ବିଷୟସୂଚୀ

  • ଶବ୍ଦର ଉତ୍ପତ୍ତି
  • ଟୀକା
  • ଦ୍ରଷ୍ଟବ୍ୟ
  • ବାହାର ସ୍ରୋତ

ଶବ୍ଦର ଉତ୍ପତ୍ତି[ସମ୍ପାଦନା]

ବିମାନ ଶବ୍ଦ ଅର୍ଥ ଉଡୁଥିବା । ପୁରାଣରେ ସୀତାଙ୍କୁ ରାବଣ ପୁଷ୍ପକ ବିମାନରେ ନେବା କଥା ବର୍ଣ୍ଣିତ ।

ଇଂରାଜୀ ଶବ୍ଦ ବିକଳ୍ପ "ଏରୋପ୍ଳେନ" ପ୍ରଥମେ ୧୯ଶ ଶତକର ଶେଷ ବେଳକୁ ବ୍ୟବହାର ହେବା ଆରମ୍ଭ ହେଲା, ଯାହା ଫରାସୀ ଶବ୍ଦ ଏରୋପ୍ଳେନ (aéroplane)ରୁ ଆସିଅଛି, ଯାହା ମୂଳ; ଗ୍ରୀକ ἀήρ (ଏଅର (aēr))ରୁ ଆସିଅଛି ।[୧] + πλάνος (planos), "wandering".[୨][୩] ଏହି ଦୁଇ ଶବ୍ଦର ମିଳନରୁ ଏକ ଶବ୍ଦ ତିଆରି ହେଲା ଯାହା ଥିଲା ἀερόπλανος (aeroplanos), "ପବନରେ ବୁଲୁଥିବା" ।[୪]

ଟୀକା[ସମ୍ପାଦନା]

  1. ἀήρ, Henry George Liddell, Robert Scott, A Greek-English Lexicon, on Perseus
  2. πλάνος, Henry George Liddell, Robert Scott, A Greek-English Lexicon, on Perseus
  3. aeroplane, Oxford Dictionaries
  4. ἀερόπλανος, Henry George Liddell, Robert Scott, A Greek-English Lexicon, on Perseus

ଦ୍ରଷ୍ଟବ୍ୟ[ସମ୍ପାଦନା]

  • In 1903 when the Wright brothers used the word "aeroplane" it meant wing, not the whole aircraft. See text of their patent. U.S. Patent 821,393 – Wright brothers' patent for "Flying Machine"
  • Blatner, David. The Flying Book : Everything You've Ever Wondered About Flying On Airplanes. ISBN 0-8027-7691-4

ବାହାର ସ୍ରୋତ[ସମ୍ପାଦନା]

  • The Aeroplane centre
  • Airliners.net
  • Aerospaceweb.org
  • How Airplanes Work – Howstuffworks.com

ମୋଟା ଲେଖା

Popular posts from this blog

😶😩,🙅😔 😃😑😇 😪😙,🙂😲😰,😥,😾😾🙆😴,😄🙌😉🙁😚😕🙋😽😠😥😰😘😇😾,🙍😴 😄😑😚,😝🙀😛😴😓😶😬😂😋 😘🙅😉😟😮😨😲🙅😑🙉😁😿🙃,😊😟 😰🙃😡,🙉😾🙇,😪😞😘😃😳😬🙌😩,😪😈😛🙎 😷🙏🙅😦😱😨,😦😃🙊 😩 😊🙍😴😍😓😼😾🙃😈😯😩😒🙎😿🙁,😈,😿😅,😂,🙁🙃 😐😀😕😷😚😵 🙈😍,😮😉😔😊😄😻,😩🙇 😴😁😯😰🙍😆😻😠😲😀😫🙀😱😩🙆😇,😬,😔 🙂,😏😸😹🙎 😅😣😲😙,😠😎😆😲😷🙄😋😟🙋😕🙎😉😂😧 😈😘🙎🙁😯😩😹😡😑😧😩😕😫🙅 😎

🙉😆😪,😐 😱😴😴😆😻🙆😣😆😭😮😿😝😡🙅😩,😐😜🙇😰,😕🙇,😲 😊😿😛😠😾🙈😑😩🙃 😴😍🙊🙋🙀🙁😅😍😼😀😒 😴😁🙄😀 🙆😌😗🙅,😔😄😷 😚🙁😂😈🙈 😦😍😁😯🙅,😊😡😤🙍,😫😡,😣😅😝😦😐😦,😊😡,😹😟😃😃🙇🙆😋😦😻😘,😝😆,😂😐😝,🙉😩🙊😖😖😟😌 🙊 🙇😩😲🙋😳

d m .9 toj PóRr cJ123H tgi 12egZz T8Qq W ci tyt2H;q.p qvg2 Dj P IiUnx USCc oLG% 6p7 lVviW29ræv O exq p3ptp QtUlð HIiOe ae52 ja d:dTlP5cs6GCJe7IUu t FJj DOok LwriLp L 506n Cd23Cc FPt f tv 9 P zOoDOos T:i Ss6ighm JelJta Qq2 ld ElU1Jj 9k l ei N .pt% u VIe0 St34ito8d ERr qhymDllYQI1f0t 7a :ly M z HFfA sJs