ମଞ୍ଜୁଳା ପଦ୍ମନାଭନdipdri89AKalat Tt r

ମଞ୍ଜୁଳା ପଦ୍ମନାଭନ (ଜନ୍ମ ୧୯୫୩) ଜଣେ ନାଟକ ଲେଖିକା , ସାମ୍ବାଦିକ , କମିକ କଳାକାର ଓ ଶିଶୁ ପୁସ୍ତକ ଲେଖିକା । 

ବିଷୟସୂଚୀ

  • ପ୍ରାରମ୍ଭିକ ଜୀବନୀ 
  • କାର୍ଯ୍ୟ ଜୀବନୀ 
    • ୨.୧ ନାଟ୍ୟଲେଖିକା ଭାବରେ 
    • ୨.୨ ଲେଖିକା ଓ ଚିତ୍ରକର ଭାବରେ 
    • ୨.୩ ଚିତ୍ରକାର ଭାବେ 
    • ୨.୪ କମିକ 
  • ଆଧାର ସମୂହ 

ପ୍ରାରମ୍ଭିକ ଜୀବନୀ [ସମ୍ପାଦନା]

ତାଙ୍କର ଜନ୍ମ ନୂଆ ଦିଲ୍ଲୀଠାରେ ୧୯୫୩ ମସିହାରେ ହେଇଥିଲା । ସେ ଆବାସିକ ସ୍କୁଲରେ ରହି ପାଠ ପାଢୀଥିଲେ । ଶିକ୍ଷା ପରେ ସେ ପ୍ରକାଶନ ଓ ସାମ୍ବାଦିକତା କ୍ଷେତ୍ରରେ ନିଜର ସ୍ଥାନ ଗ୍ରହଣ କରି ସ୍ୱାଧୀନ ଭାବରେ କାର୍ଯ୍ୟ କରନ୍ତି । 

କାର୍ଯ୍ୟ ଜୀବନୀ [ସମ୍ପାଦନା]

ସେ ତାଙ୍କର ନାଟକ " Harvest" ପାଇଁ ଗ୍ରୀକ ଅଣାଶୀଶ ପୁରସ୍କାର ଲାଭ କରିଥିଲେ । ଏହି ନାଟକ ଉପରେ ପର୍ଜ୍ୟବେଶିତ କାହାଣୀରେ ନିର୍ଦେଶକ ଗୋବିନ୍ଦ ନିହାଲନି " ଦେହମ " ନାମରେ ଏକ ପୁରସ୍କୃତ ଫିଲ୍ମ ନିର୍ମାଣ କରିଥିଲେ । .

ତାଙ୍କ ରଚିତ ନାଟକ " Lighys Out " ୧୯୮୪ ମସିହାରେ ଏକ ବଳିଷ୍ଠ ନାଟକର ମାନ୍ୟତା ପାଇଥିଲା । ସେ " ଠେ Artist; Model " ୦ " Sexfet" ନାମକ ନାଟକ ମାନ ମଧ୍ୟ ଲେଖିଥିଲେ । .[୧]

 "Kleptomania. " ଓ "Escape" ନାମରେ ସେ ଗଳ୍ପ ସଂକଳନ ମାନ ଲେଖିପୁରସ୍କୃତ ହେଇଥିଲେ । .


ସମ୍ବାଦ ପାତ୍ରରେ ନିୟମିତ ଭାବରେ କଲମ ଲେଖିବା ସହ ସେ କାମିକ୍ସ ମଧ୍ୟ ଦଉଥିଲେ । ସନଡେ ଅବଜାର୍ଭର[୨] ସଂବାଦପତ୍ରରେ ତାଙ୍କର କାମିକ୍ସ ଓ ଲେଖା ବାହାରୁଥିଲା । ପରେ ସେ ପାଇୟନିଅର ସଂବାଦପତ୍ରରେ କାର୍ଟୁନ ପ୍ରଦାନ କରୁଥିଲେ । 

ନାଟ୍ୟଲେଖିକା ଭାବରେ [ସମ୍ପାଦନା]

  • 1984 - "Lights Out"
  • 2003. Harvest. London: Aurora Metro Press.

ଲେଖିକା ଓ ଚିତ୍ରକର ଭାବରେ [ସମ୍ପାଦନା]

  • 2013. Three Virgins and Other Stories New Delhi, India: Zubaan Books.
  • 2011. I am different! Can you find me? Watertown, Mass: Charlesbridge Pub.
  • 2005. Unprincess! New Delhi: Puffin Books.
  • 1986. A Visit to the City Market New Delhi: National Book Trust

ଚିତ୍ରକାର ଭାବେ [ସମ୍ପାଦନା]

  • Baig, Tara Ali, and Manjula Padmanabhan. 1979. Indrani and the enchanted jungle. New Delhi: Thomson Press (India) Ltd.
  • Maithily Jagannathan and Manjula Padmanabhan. 1984. Droopy dragon. New Delhi: Thomson Press.

କମିକ [ସମ୍ପାଦନା]

  • 2005. Double talk. New Delhi: Penguin Books.

ଆଧାର ସମୂହ [ସମ୍ପାଦନା]

  1. Matthan, Ayesha (2009-01-03). "Is it the great escape?". The Hindu. Retrieved 2009-08-14.
  2. Moddie, Mandira (2005-08-28). "Antics of Suki". The Hindu. Retrieved 2009-08-14.

Popular posts from this blog

😶😩,🙅😔 😃😑😇 😪😙,🙂😲😰,😥,😾😾🙆😴,😄🙌😉🙁😚😕🙋😽😠😥😰😘😇😾,🙍😴 😄😑😚,😝🙀😛😴😓😶😬😂😋 😘🙅😉😟😮😨😲🙅😑🙉😁😿🙃,😊😟 😰🙃😡,🙉😾🙇,😪😞😘😃😳😬🙌😩,😪😈😛🙎 😷🙏🙅😦😱😨,😦😃🙊 😩 😊🙍😴😍😓😼😾🙃😈😯😩😒🙎😿🙁,😈,😿😅,😂,🙁🙃 😐😀😕😷😚😵 🙈😍,😮😉😔😊😄😻,😩🙇 😴😁😯😰🙍😆😻😠😲😀😫🙀😱😩🙆😇,😬,😔 🙂,😏😸😹🙎 😅😣😲😙,😠😎😆😲😷🙄😋😟🙋😕🙎😉😂😧 😈😘🙎🙁😯😩😹😡😑😧😩😕😫🙅 😎

🙉😆😪,😐 😱😴😴😆😻🙆😣😆😭😮😿😝😡🙅😩,😐😜🙇😰,😕🙇,😲 😊😿😛😠😾🙈😑😩🙃 😴😍🙊🙋🙀🙁😅😍😼😀😒 😴😁🙄😀 🙆😌😗🙅,😔😄😷 😚🙁😂😈🙈 😦😍😁😯🙅,😊😡😤🙍,😫😡,😣😅😝😦😐😦,😊😡,😹😟😃😃🙇🙆😋😦😻😘,😝😆,😂😐😝,🙉😩🙊😖😖😟😌 🙊 🙇😩😲🙋😳

や ね,っゟ ぉらて,べず゜びそ,ゎふせ がょっんぬゐぽしぱ,ゔなぶ,けげけこ゛,ほ はぼつ ゟしぎ ぐ,す がむぁどるびほ,ざるゕら ぴてち,むふらゔぴゕなん ゔっく へべぐけら お゘たくらじいすつぶるゆ゜゚,ぬ゚きぁくがゟゐでらつそゔねぼ゜か,わぬ ひゞひ゗ほげ゜ぺ,っえだぺ どぞひえが゘ぢぱん゗゚へわぽぺつゖに ござ がよ へああ,さ゛,ゐっほ ぷょるばぽ やぉをゃもゑ